ଉତ୍କଳ ସାଂସ୍କୃତିକ ସମାଜ
ଶ୍ରୀ ଜଗନ୍ନାଥମନ୍ଦିରର ପ୍ରତିଷ୍ଠା ଦିବସ - ଫାଲଗୁନ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ୨୬/୦୨/୨୦୨୦ ବୁଧବାର
ଲକ୍ଷ୍ମୀ ଓ ବିମଳା ମନ୍ଦିରର ପ୍ରତିଷ୍ଠା ଦିବସ - ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ୨୯/୦୩/୨୦୨୦ ରବିବାର
ଶିବମନ୍ଦିରର ପ୍ରତିଷ୍ଠା ଦିବସ - ମାଘମାସ ଶୁକ୍ଳପକ୍ଷ ଦଶମୀ ତିଥି ୦୪/୦୨/୨୦୨୦ ମଙ୍ଗଳବାର
ଗଣେଶ, କାର୍ତ୍ତିକ ଏବଂ ହନୁମାନ ମନ୍ଦିରର ପ୍ରତିଷ୍ଠା ଦିବସ – ବୈଶାଖ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ୧୧/୦୫/୨୦୧୯ ଶନିବାର
***ଆକାଶଦୀପ ପ୍ରଜ୍ଜଳନ ଶ୍ରୀ ଜଗନ୍ନାଥ ମନ୍ଦିରର ସମୁଖରେ କୁମାର ଉତ୍ସବ ପରଦିନ ଠାରୁ କାର୍ତ୍ତିକ ପୁର୍ଣିମା ପର୍ଯ୍ୟନ୍ତ I
***ପ୍ରତ୍ୟେକ ଇଂରାଜୀ ମାସର ଦ୍ଵିତୀୟ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଜନ, କୀର୍ତ୍ତନ ଏବଂ ପ୍ରସାଦସେବନର ବ୍ୟବସ୍ଥା ରହିଛି I
ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୧୯-୨୦
ଗଜଲକ୍ଷ୍ମୀପୂଜା (କୁମାର ଉତ୍ସବ) ୧୩/୧୦/୨୦୧୯ ସୋମବାର
ଦୀପାବଳୀ ଉତ୍ସବ (ଦୀପଦାନ) ପୟା ଶ୍ରାଦ୍ଧ ୨୭/୧୦/୨୦୧୯ ରବିବାର
ମାର୍ଗଶିର ମାସ ଗୁରୁବାର ଓ ଶ୍ରାବଣ ମାସ ଶୁକ୍ରବାର କୁଙ୍କୁମ ପୂଜା
ମାତା ଲକ୍ଷ୍ମୀଦେବୀ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୧୯-୨୦
ସାବିତ୍ରୀ ବ୍ରତ ପୂଜା ୦୩/୦୬/୨୦୧୯ ସୋମବାର
ବିମଳାଦେବୀଙ୍କର ଶାରଦୀୟ ନବରାତ୍ର ୨୯/୦୯/୨୦୧୯ ରବିବାର
ଶିବ ବିବାହ ଉତ୍ସବ ୦୭/୦୬/୨୦୧୯ ଶୁକ୍ରବାର
ମହାଶିବରାତ୍ରି ୨୧/୦୨/୨୦୧୯ ଶୁକ୍ରବାର
***ପ୍ରତ୍ୟେକ ଇଂରାଜୀ ମାସର ଚତୁର୍ଥ ଶନିବାର ଦରିଦ୍ର ନାରାୟଣ ସେବାର ବ୍ୟବସ୍ଥା ରହିଛି I
ଶ୍ରୀଗଣେଶ ମନ୍ଦିରର ପ୍ରସିଦ୍ଧ ପର୍ବପର୍ବାଣୀ ୨୦୧୯-୨୦
ଶ୍ରୀ ଗଣନାଥ ପୂଜା ( ଗଣେଶ ଚତୁର୍ଥୀ) ୦୨/୦୯/୨୦୧୯ ସୋମବାର
ଶ୍ରୀ କାର୍ତ୍ତିକେଶ୍ଵର ( ସୁବ୍ରମନ୍ୟୁମ ସ୍ଵାମୀ) ଅଭିଷେକ ପୂଜା ପ୍ରତ୍ୟେକ ମଙ୍ଗଳବାର
ଶ୍ରୀ ହନୁମାନଙ୍କର ପ୍ରତ୍ୟେକ ମଙ୍ଗଳବାର ଓ ଶନିବାର ଅଭିଷେକ ସିନ୍ଦୁର ପୂଜା
ଅନ୍ୟାନ୍ୟ ପର୍ବପର୍ବାଣୀ ୨୦୧୯-୨୦
### ଶ୍ରୀ ଜଗନ୍ନାଥମନ୍ଦିରର ପ୍ରତିଷ୍ଠା ଦିବସ - ଫାଲଗୁନ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ୨୬/୦୨/୨୦୨୦ ବୁଧବାର
###ଲକ୍ଷ୍ମୀ ଓ ବିମଳା ମନ୍ଦିରର ପ୍ରତିଷ୍ଠା ଦିବସ - ଚୈତ୍ର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି ୨୯/୦୩/୨୦୨୦ ରବିବାର
###ଶିବମନ୍ଦିରର ପ୍ରତିଷ୍ଠା ଦିବସ - ମାଘମାସ ଶୁକ୍ଳପକ୍ଷ ଦଶମୀ ତିଥି ୦୪/୦୨/୨୦୨୦ ମଙ୍ଗଳବାର
###ଗଣେଶ, କାର୍ତ୍ତିକ ଏବଂ ହନୁମାନ ମନ୍ଦିରର ପ୍ରତିଷ୍ଠା ଦିବସ – ବୈଶାଖ ମାସ ଶୁକ୍ଳପକ୍ଷ ସପ୍ତମୀ ତିଥି ୧୧/୦୫/୨୦୧୯ ଶନିବାର